ମା ଗଜଲକ୍ଷ୍ମୀ ପୂଜାର ଶୁଭ ଖୁଣ୍ଟି ସ୍ଥାପନ
ରାୟଗଡ଼ା,୨୪/୦୯(ଶୁଭମ ନ୍ୟୁଜ୍): ଆଜି ଗୁରୁବାର ସକାଳ ୫ଘଟିକା ସମୟରେ ରାମକୃଷ୍ଣ ନଗର ଗଜଲକ୍ଷ୍ମୀ ପୂଜାସ୍ଥଳରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ପୂଜା କମିଟିର ଆଇନ ପରାମର୍ଶଦାତା ସଚିଦାନନ୍ଦ ଖାଡ଼ଙ୍ଗା ଏବଂ ପରିଚାଳନା କମିଟି ସଦସ୍ୟଙ୍କ ସହାୟତାରେ ଶୁଭଖୁଣ୍ଟି…
