ମା ଗଜଲକ୍ଷ୍ମୀ ପୂଜାର ଶୁଭ ଖୁଣ୍ଟି ସ୍ଥାପନ

ରାୟଗଡ଼ା,୨୪/୦୯(ଶୁଭମ ନ୍ୟୁଜ୍‌): ଆଜି ଗୁରୁବାର ସକାଳ ୫ଘଟିକା ସମୟରେ ରାମକୃଷ୍ଣ ନଗର ଗଜଲକ୍ଷ୍ମୀ ପୂଜାସ୍ଥଳରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ପୂଜା କମିଟିର ଆଇନ ପରାମର୍ଶଦାତା ସଚିଦାନନ୍ଦ ଖାଡ଼ଙ୍ଗା ଏବଂ ପରିଚାଳନା କମିଟି ସଦସ୍ୟଙ୍କ ସହାୟତାରେ ଶୁଭଖୁଣ୍ଟି…

ବର୍ଷା ସାଙ୍ଗକୁ ଘନ କୁହୁଡ଼ି ବଣାଇରେ ଯାତାୟାତ ବାଧାପ୍ରାପ୍ତ

ସୁନ୍ଦରଗଡ଼,୦୫/୦୯(ଜେଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ସାଙ୍ଗକୁ ଘନ କୁହୁଡ଼ିର ଏକ ବିରଳ ଓ ମନୋରମ ପରିବେଶ ଦେଖିବାକୁ ମିଳିଛି। ସାଧାରଣତଃ ଶୀତଦିନେ କୁହୁଡ଼ି ହେଉଥିବା ବେଳେ ବର୍ଷା ସମୟରେ ଏଭଳି ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି।…

କଟକରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ୪୦୦ ପ୍ରତିନିଧି କଟକ,୦୫/୦୯(ଶୁଭମ ନ୍ୟୁଜ): କଟକର ଐତିହାସିକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମଠାରେ ଆଜି (୫ ସେପ୍ଟେମ୍ବର ୨୦୨୬) ଅପରାହ୍ନ ୩ଟାରୁ ବିଜେପିର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ସାରା ଦେଶରେ ପବିତ୍ର ଗୁରୁ ଦିବସ ପାଳିତ

ଭୁବନେଶ୍ବର,୦୫/୦୯(ଶୁଭମ ନ୍ୟୁଜ୍‌): ଶିକ୍ଷକ ଦିବସ ବା ଗୁରୁ ଦିବସ ଆଜି ସାରା ଦେଶରେ ବେଶ୍ ଧୂମଧାମରେ ପାଳନ କରାଯାଉଛି। ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ…

ରାଜ୍ୟର ୪୧ ଲକ୍ଷ ଚାଷୀଙ୍କୁ ମିଳିଲା CM-KISAN ପଞ୍ଚମ କିସ୍ତି ଟଙ୍କା

ଭୁବନେଶ୍ବର,୦୪/୦୮(ଶୁଭମ ନ୍ୟୁଜ୍‌): ରାଜ୍ୟର ଚାଷୀକୂଳଙ୍କ ପାଇଁ ଏକ ବଡ଼ ଖବର । ଓଡ଼ିଶା ସରକାରଙ୍କ ପକ୍ଷରୁ CM-KISAN (ସିଏମ୍-କିଷାନ) ଯୋଜନାର ପଞ୍ଚମ କିସ୍ତି ଆଜି ସଫଳତାର ସହ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ର…

ଜଳପ୍ରପାତରେ ଯୁବକ ନିଖୋଜ

ରାୟଗଡ଼ା,୨୮/୦୮(ଶୁଭମ ନ୍ୟୁଜ୍‌): ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ତାୟନଗିରି (Tayangiri) ଜଳପ୍ରପାତରେ ସେଲ୍ଫି ନେବା ବେଳେ ଗୋଡ଼ ଖସି ଜଣେ ଯୁବକ ପାଣିରେ ଭାସିଯାଇ ନିଖୋଜ ହୋଇଛନ୍ତି‌। ଗତକାଲି (ଗୁରୁବାର) ସନ୍ଧ୍ୟା ସମୟରେ ଏହି ଦୁଃଖଦ ଅଘଟଣ ଘଟିଛି।  ନିଖୋଜ…

କଟକ ଏସସିବି ମେଡିକାଲରେ ଜାଲିଆତି

କଟକ,୨୮/୦୮(ଶୁଭମ ନ୍ୟୁଜ୍‌): କଟକ ବଡ଼ ମେଡିକାଲ ବା ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ବଡ଼ ଧରଣର ଆର୍ଥିକ ଜାଲିଆତି ସାମ୍ନାକୁ ଆସିଛି ା ଏହି ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ମେଡିକାଲର ଜଣେ ଡାଟା ଏଣ୍ଟ୍ରି ଅପରେଟର…

ସ୍ୱତନ୍ତ୍ର ଅଧିବେଶନ ଦାବି ପ୍ରତ୍ୟାଖ୍ୟାତ

ଭୁବନେଶ୍ବର,୨୫/୦୮(ଶୁଭମ ନ୍ୟୁଜ୍‌): ଓଡ଼ିଶା ସରକାର ବିରୋଧୀ ଦଳଗୁଡ଼ିକର ‘ସ୍ୱତନ୍ତ୍ର ବିଧାନସଭା ଅଧିବେଶନ’ ଡାକିବା ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ଖଣି ଓ ଖଣିଜ ସଂଶୋଧନ ଆଇନ-୨୦୨୬ (MMDR Amendment Act) ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ…

ଆଜି ବି ମଣିଷ ପଣିଆ ଅନେକ ଲୋକଙ୍କ ଭିତରେ ବଂଚିଛି

ଶାସକ ପ୍ରଶାସକର ସ୍ଵନକ୍ଷତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର,୨୨/୦୮(ଶୁଭମ ନ୍ୟୁଜ୍‌) : ” ଅମଣିଷ ପଣିଆର ଅନେକ ଘଟଣା ଏବେ ଲୋକଲୋଚନକୁ ଆସୁଥିଲେ ବି ଆଜି ବି ମଣିଷପଣିଆ ଲୋକଙ୍କ ମନରେ ବଂଚି ରହିଛି | ନହେଲେ…

ମନ୍ତ୍ରୀ ଓ ବିଧାୟକଙ୍କ ବନ୍ୟାଞ୍ଚଳ ଗସ୍ତ

ଭୁବନେଶ୍ବର,୧୮/୮(ଜେଏନ୍‌ଏସ୍‌): ଓଡ଼ିଶାର ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…