ମା ଗଜଲକ୍ଷ୍ମୀ ପୂଜାର ଶୁଭ ଖୁଣ୍ଟି ସ୍ଥାପନ

ରାୟଗଡ଼ା,୨୪/୦୯(ଶୁଭମ ନ୍ୟୁଜ୍‌): ଆଜି ଗୁରୁବାର ସକାଳ ୫ଘଟିକା ସମୟରେ ରାମକୃଷ୍ଣ ନଗର ଗଜଲକ୍ଷ୍ମୀ ପୂଜାସ୍ଥଳରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ପୂଜା କମିଟିର ଆଇନ ପରାମର୍ଶଦାତା ସଚିଦାନନ୍ଦ ଖାଡ଼ଙ୍ଗା ଏବଂ ପରିଚାଳନା କମିଟି ସଦସ୍ୟଙ୍କ ସହାୟତାରେ ଶୁଭଖୁଣ୍ଟି…

ବର୍ଷା ସାଙ୍ଗକୁ ଘନ କୁହୁଡ଼ି ବଣାଇରେ ଯାତାୟାତ ବାଧାପ୍ରାପ୍ତ

ସୁନ୍ଦରଗଡ଼,୦୫/୦୯(ଜେଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ସାଙ୍ଗକୁ ଘନ କୁହୁଡ଼ିର ଏକ ବିରଳ ଓ ମନୋରମ ପରିବେଶ ଦେଖିବାକୁ ମିଳିଛି। ସାଧାରଣତଃ ଶୀତଦିନେ କୁହୁଡ଼ି ହେଉଥିବା ବେଳେ ବର୍ଷା ସମୟରେ ଏଭଳି ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି।…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ଇଞ୍ଜିନିୟରିଂ ଛାତ୍ର ମୃତ

କେରଳ,୦୫/୦୯(ଶୁଭମ ନ୍ୟୁଜ): କେରଳର ଥ୍ରିସୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି ା ଗତକାଲି (୪ ସେପ୍ଟେମ୍ବର, ଶୁକ୍ରବାର) ବିଳମ୍ବିତ ରାତି ପ୍ରାୟ ୧୧ ଟା ୪୦ ରେ ଜାତୀୟ ରାଜପଥ-୬୬ର କାଇପାମଙ୍ଗଲମ…

କଟକରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ୪୦୦ ପ୍ରତିନିଧି କଟକ,୦୫/୦୯(ଶୁଭମ ନ୍ୟୁଜ): କଟକର ଐତିହାସିକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମଠାରେ ଆଜି (୫ ସେପ୍ଟେମ୍ବର ୨୦୨୬) ଅପରାହ୍ନ ୩ଟାରୁ ବିଜେପିର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ସାରା ଦେଶରେ ପବିତ୍ର ଗୁରୁ ଦିବସ ପାଳିତ

ଭୁବନେଶ୍ବର,୦୫/୦୯(ଶୁଭମ ନ୍ୟୁଜ୍‌): ଶିକ୍ଷକ ଦିବସ ବା ଗୁରୁ ଦିବସ ଆଜି ସାରା ଦେଶରେ ବେଶ୍ ଧୂମଧାମରେ ପାଳନ କରାଯାଉଛି। ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ…

Ola-Uber କୁ ଟକ୍କର ଦେବ ସରକାରୀ ‘ଓଡ଼ିଶା ଯାତ୍ରୀ ଆପ୍’

ଭୁବନେଶ୍ବର,୦୪/୦୯(ଶୁଭମ ନ୍ୟୁଜ୍‌): ରାଜ୍ୟରେ ସାଧାରଣ ଯାତ୍ରୀ, ବିଶେଷ କରି ମହିଳା ଓ ସୀନିୟର ସିଟିଜେନମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଭାରତର ପ୍ରଥମ ସରକାରୀ…

ରାଜ୍ୟର ୪୧ ଲକ୍ଷ ଚାଷୀଙ୍କୁ ମିଳିଲା CM-KISAN ପଞ୍ଚମ କିସ୍ତି ଟଙ୍କା

ଭୁବନେଶ୍ବର,୦୪/୦୮(ଶୁଭମ ନ୍ୟୁଜ୍‌): ରାଜ୍ୟର ଚାଷୀକୂଳଙ୍କ ପାଇଁ ଏକ ବଡ଼ ଖବର । ଓଡ଼ିଶା ସରକାରଙ୍କ ପକ୍ଷରୁ CM-KISAN (ସିଏମ୍-କିଷାନ) ଯୋଜନାର ପଞ୍ଚମ କିସ୍ତି ଆଜି ସଫଳତାର ସହ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ର…

ଜଳପ୍ରପାତରେ ଯୁବକ ନିଖୋଜ

ରାୟଗଡ଼ା,୨୮/୦୮(ଶୁଭମ ନ୍ୟୁଜ୍‌): ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ତାୟନଗିରି (Tayangiri) ଜଳପ୍ରପାତରେ ସେଲ୍ଫି ନେବା ବେଳେ ଗୋଡ଼ ଖସି ଜଣେ ଯୁବକ ପାଣିରେ ଭାସିଯାଇ ନିଖୋଜ ହୋଇଛନ୍ତି‌। ଗତକାଲି (ଗୁରୁବାର) ସନ୍ଧ୍ୟା ସମୟରେ ଏହି ଦୁଃଖଦ ଅଘଟଣ ଘଟିଛି।  ନିଖୋଜ…

କଟକ ଏସସିବି ମେଡିକାଲରେ ଜାଲିଆତି

କଟକ,୨୮/୦୮(ଶୁଭମ ନ୍ୟୁଜ୍‌): କଟକ ବଡ଼ ମେଡିକାଲ ବା ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ବଡ଼ ଧରଣର ଆର୍ଥିକ ଜାଲିଆତି ସାମ୍ନାକୁ ଆସିଛି ା ଏହି ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ମେଡିକାଲର ଜଣେ ଡାଟା ଏଣ୍ଟ୍ରି ଅପରେଟର…

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସହଯୋଗୀ ଗିରଫ

ଜାମ୍ମୁ-କାଶ୍ମୀର,୨୫/୦୮(ଶୁଭମ ନ୍ୟୁଜ୍‌): ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି (୨୫ ଅଗଷ୍ଟ ୨୦୨୬) ସୁରକ୍ଷାବଳଙ୍କୁ ଏକ ବଡ଼ ସଫଳତା ମିଳିଛି, ଯେଉଁଠାରେ ବ୍ୟାପକ ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ଆତଙ୍କବାଦୀ ସହଯୋଗୀ (Terrorist Associates/OGWs) ଙ୍କୁ ଗିରଫ କରାଯାଇଛି । ପୁଲୱାମା…